ପୁଣି ଡ୍ରେନ୍‌ ହେଲା କାଳ, ମିଳିବ ୪ ଲକ୍ଷ ଟଙ୍କା ସହାୟତା

ଭୁବନେଶ୍ୱର:ଡ୍ରେନ୍‌ କଡ଼ରେ ଘର ନିର୍ମାଣ କରିବା ମହଙ୍ଗା ପଡ଼ିଲା। ୟୁନିଟ୍‌-୭ରେ ଥିବା ମୁଖ୍ୟ ଡ୍ରେନ୍‌ରେ ପଡ଼ି ହରିହର ପଟ୍ଟନାୟକ ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହେବା ପରେ ଏବେ ମୁକୁଳା ଡ୍ରେନ୍‌କୁ ନେଇ ପୁଣି ବିବାଦ ଉପୁଜିଛି। ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳା ବସ୍ତି ନିକଟରେ ପୂର୍ତ୍ତ ବିଭାଗର ଏକ ଡ୍ରେନ୍‌ ନିର୍ମାଣ କରାଯାଇଛି। ଏହି ଡ୍ରେନ୍‌ର ଏବେ ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ଏହା ଉପରେ ପଡ଼ିଥିବା ସ୍ଲାବ୍‌ଟିକୁ କାଢ଼ି … Continue reading ପୁଣି ଡ୍ରେନ୍‌ ହେଲା କାଳ, ମିଳିବ ୪ ଲକ୍ଷ ଟଙ୍କା ସହାୟତା